World's last highway, E69 Road Norway
ଏଠାରେ ହିଁ ଶେଷ ହୋଇଛଇ ଦୁନିଆ ! ଆଉ ଆଗକୁ ରାସ୍ତା ନାହିଁ । ହଁ ଆଜ୍ଞା , ବେଳେବେଳେ ମନରେ ପ୍ରଶ୍ନ ଉଠେ ଯେ ପୃଥିବୀର ଶେଷ କେଉଁଠି। ହେଲେ ଅନେକଙ୍କୁ ସେ ବିଷୟରେ ଜଣାନଥାଏ। ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବାକୁ ଯାଉଛୁ। ୟୁରୋପୀୟ ଦେଶ ନରଓ୍ବେରେ ଥିବା ଇ-୬୯ ରାଜପଥର ନାଁ ଶୁଣିଥିବେ । ଯାହାକୁ ଦୁନିଆର ଅନ୍ତିମ ସଡ଼କ ବୋଲି କୁହଯାଏ। ଏହି ସଡକ ଶେଷ ହେବା ପରେ କୌଣସି ରାସ୍ତା ନଜର ଆସିବ ନାହିଁ। କାରଣ ଏହାପରେ କେବଳ ଗ୍ଲେସିଅର୍ ଏବଂ ସମୁଦ୍ର ନଜର ଆସିବ। ବିଶ୍ୱର କୋଣ ଅନୁକୋଣରୁ ଶହ ଶହ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । ଏହି ରାସ୍ତାର ଲମ୍ବ ୧୪ କିଲୋମିଟର ।
#world #lasthighway #e69 #roadnorway #roadnews #odishasambad
***
This is an official YouTube Channel of Odisha's leading 24x7 Odia news website www.odishasambad.in. Part of Bhubaneswar-based Frontier Media, which also owns
Odisha's premier English news website www.odishabytes.com and dedicated education & employment news website www.educationbytes.in
***
Disclaimer: The visuals used in this video are not intended at infringement of copyright. It is purely meant for news purpose.

- Category
- NORWEGIAN NEWS
- Tags
- Odisha sambad, odisha, odisha news
Commenting disabled.